Posts

Showing posts from July, 2023

ଜୀବନ

  କିଛି ଅସରନ୍ତି ଆଶା କିଛି ଅକୁହା ସ୍ଵପ୍ନ ବିଜନ ରଜନୀ ନିସଙ୍ଗ ମନ ସମାଗମ ରେ ପରିତ୍ୟକ୍ତ କୋଳାହଳରେ ନିଶବ୍ଦ  ଆରାମ ପାଇଁ ପରିଶ୍ରମ  ମରୀଚିକାର କଟାକ୍ଷ  ଆଖିରେ ଲୁହ  ପାଦରେ କ୍ଳେଶ  ଶେଷରେ ଶାନ୍ତି  ମନୁଷ୍ୟ ଜୀବନ  କିଛି ଅସରନ୍ତି ଆଶା କିଛି ଅକୁହା ସ୍ଵପ୍ନ