ଜୀବନ

 କିଛି ଅସରନ୍ତି ଆଶା

କିଛି ଅକୁହା ସ୍ଵପ୍ନ


ବିଜନ ରଜନୀ

ନିସଙ୍ଗ ମନ


ସମାଗମ ରେ ପରିତ୍ୟକ୍ତ

କୋଳାହଳରେ ନିଶବ୍ଦ 


ଆରାମ ପାଇଁ ପରିଶ୍ରମ 

ମରୀଚିକାର କଟାକ୍ଷ 

ଆଖିରେ ଲୁହ 

ପାଦରେ କ୍ଳେଶ 

ଶେଷରେ ଶାନ୍ତି 


ମନୁଷ୍ୟ ଜୀବନ 

କିଛି ଅସରନ୍ତି ଆଶା

କିଛି ଅକୁହା ସ୍ଵପ୍ନ 


Comments

Popular posts from this blog

Novice Money Management in a Turbulent World

Watch out for Reference Types

An eccentric dream